କୃଷି, ପଶୁଧନ, ଘରଭଙ୍ଗା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ,
ମତ୍ସ୍ୟଜୀବୀ, ହସ୍ତତନ୍ତ ଓ MSME-
ସମସ୍ତ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା
ଜଳସେଚିତ ଜମିକୁ ହେକ୍ଟର ପିଛା ୧୭ ହଜାର,
ଅଣଜଳସେଚିତ ଜମିକୁ ୮,୫୦୦,
ବାରମାସୀ ଫସଲ ପାଇଁ ୨୨,୫୦୦
ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରଙ୍କୁ
୫୦ କିଲୋ ଚାଉଳ, ୨,୫୦୦ ଟଙ୍କା
ବାତ୍ୟା ‘ମୁରାସ’ ପାଇଁ ଯେଉଁ ଟିମ୍ ଯେଉଁଠି ମୁତୟନ ଅଛନ୍ତି,
ସେଠାରେ ରହିବେ- ମୁଖ୍ୟମନ୍ତ୍ରୀ
ନଭେମ୍ବର ୨ରେ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରରୁ ଆସିବେ
ଇଣ୍ଟର-ମିନିଷ୍ଟରିଆଲ୍ କମିଟି- ମୁଖ୍ୟମନ୍ତ୍ରୀ