BREAKING
ଜାତୀୟ ପର୍ଯ୍ୟଟନ ମହୋତ୍ସବ ଓ ଲୋକକଳା ସମାରୋହ ମହା ଆଡମ୍ବର ରେ ପାଳିତ । ତିନିଦିନିଆ ଜାତୀୟ ପର୍ଯ୍ୟଟନ ମହୋତ୍ସବ ଉଦଯାପିତ । ମୋଦିଙ୍କ ଜନ୍ମଦିନରେ ମନ୍ତ୍ରୀଙ୍କୁ ତୈଳଚିତ୍ର ଭେଟି ଦେଲେ ଯୁବ ଚିତ୍ରଶିଳ୍ପୀ ଏନ୍. କରୁଣାକର ଘୋଡ଼ାହାଡ଼ ଓ ବାଘଲାଟି ଡ୍ୟାମ୍‌ର ସାମଗ୍ରିକ ବିକାଶ ନେଇ ଆଲୋଚନା ପ୍ରାକୃତିକ ଓ ଶିକ୍ଷା ପର୍ଯ୍ୟଟନ ସହ ଜଳସେଚନ ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ୱ ଜାତୀୟ ପର୍ଯ୍ୟଟନ ମହୋତ୍ସବ ଓ ଲୋକକଳା ସମାରୋହ ମହା ଆଡମ୍ବର ରେ ପାଳିତ । ତିନିଦିନିଆ ଜାତୀୟ ପର୍ଯ୍ୟଟନ ମହୋତ୍ସବ ଉଦଯାପିତ । ମୋଦିଙ୍କ ଜନ୍ମଦିନରେ ମନ୍ତ୍ରୀଙ୍କୁ ତୈଳଚିତ୍ର ଭେଟି ଦେଲେ ଯୁବ ଚିତ୍ରଶିଳ୍ପୀ ଏନ୍. କରୁଣାକର ଘୋଡ଼ାହାଡ଼ ଓ ବାଘଲାଟି ଡ୍ୟାମ୍‌ର ସାମଗ୍ରିକ ବିକାଶ ନେଇ ଆଲୋଚନା ପ୍ରାକୃତିକ ଓ ଶିକ୍ଷା ପର୍ଯ୍ୟଟନ ସହ ଜଳସେଚନ ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ୱ

ଜାତୀୟ ପର୍ଯ୍ୟଟନ ମହୋତ୍ସବ ଓ ଲୋକକଳା ସମାରୋହ ମହା ଆଡମ୍ବର ରେ ପାଳିତ ।

01 Oct 2026, 12:14 PM

ନାଟ୍ୟଶ୍ରୀ ବ୍ରହ୍ମପୁର ତରଫରୁ ନାଟକ "ବାସବଦତ୍ତା" ମଂଚସ୍ଥ ହୋଇ ବେଶ ପ୍ରଶଂସିତ ହୋଇଥିଲା । ନାଟକର ନାଟ୍ୟକାର ଦୀପିକା ଦାସ ଓ ନିର୍ଦ୍ଦେଶକ ସତ୍ୟବ୍ରତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଦିବସର କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟ ଚର୍ଚ୍ଚା , କବିତା ଆସର ,ଜବ ଫେୟାର ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟଟନ ଓ ଭ୍ରମଣ ଶିକ୍ଷା ତରଫରୁ "ପର୍ଯ୍ୟଟନ କ୍ଷେତ୍ରରେ ନୂଆ ରୂପରେଖ ପ୍ରସ୍ତୁତ ପାଇଁଡିଜିଟାଲ କାର୍ଯ୍ୟସୂଚୀ ଓ କୁତ୍ରିମ ବୁଦ୍ଧିମତ୍ତା" ବିଷୟ ସମ୍ବଳିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

Latest News

​ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍‌, ଏହି ଅର୍ଥରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ୧୦୦୮ ବାସଗୃହ
27 Aug 2026, 08:46 PM

​ଛେଳିଗଡ଼ ଜଳସେଚନ ପ୍ରକଳ୍ପ ବିସ୍ଥାପିତ ୧୧୨ ପରିବାରକୁ ଘରବାରି ଓ ଚାଷଜମି ପଟ୍ଟା, ଆଜି ପାଇଲେ ୯୬ ପରିବାର

​ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ୪ ଦଶନ୍ଧିର ଅପେକ୍ଷାର ଅନ୍ତ

ସାମୁଦ୍ରିକ ଅର୍ଥନୀତିର ହେବ ବିକାଶ, ଅର୍ଜିପଲ୍ଲୀ ବନ୍ଦର ନବୀକରଣ ସହ ଗଢ଼ାହେବ ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର

ଆଗାମୀ ୨ ବର୍ଷରେ ରାଜ୍ୟରେ ୫ ଲକ୍ଷ ନିଯୁକ୍ତି, ନିଜକୁ ଦକ୍ଷ କରନ୍ତୁ ଯୁବଗୋଷ୍ଠୀ – ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଗୋଳାବନ୍ଧର ଅଧିବାସୀଙ୍କ  ସଂଘର୍ଷ ଓ ତ୍ୟାଗ ଅସୀମ, ଆମ ସରକାର  ଆସିବାପରେ ହେଲା  ସ୍ଥାୟୀ ସମାଧାନ - ମୁଖ୍ୟମନ୍ତ୍ରୀ

Education

View All →

Current Affair

View All →

ଜାତୀୟ ପର୍ଯ୍ୟଟନ ମହୋତ୍ସବ ଓ ଲୋକକଳା ସମାରୋହ ମହା ଆଡମ୍ବର ରେ ପାଳିତ ।
01 Oct 2026, 12:14 PM

ନାଟ୍ୟଶ୍ରୀ ବ୍ରହ୍ମପୁର ତରଫରୁ ନାଟକ "ବାସବଦତ୍ତା" ମଂଚସ୍ଥ ହୋଇ ବେଶ ପ୍ରଶଂସିତ ହୋଇଥିଲା । ନାଟକର ନାଟ୍ୟକାର ଦୀପିକା ଦାସ ଓ ନିର୍ଦ୍ଦେଶକ ସତ୍ୟବ୍ରତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଦିବସର କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟ ଚର୍ଚ୍ଚା , କବିତା ଆସର ,ଜବ ଫେୟାର ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟଟନ ଓ ଭ୍ରମଣ ଶିକ୍ଷା ତରଫରୁ "ପର୍ଯ୍ୟଟନ କ୍ଷେତ୍ରରେ ନୂଆ ରୂପରେଖ ପ୍ରସ୍ତୁତ ପାଇଁଡିଜିଟାଲ କାର୍ଯ୍ୟସୂଚୀ ଓ କୁତ୍ରିମ ବୁଦ୍ଧିମତ୍ତା" ବିଷୟ ସମ୍ବଳିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

Interview

View All →
× Preview