BREAKING
ପୋଲସରାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ସହ ‘ସେବା ସେତୁ’ ଶିବିର ୨୨ଟି ବ୍ଲକରେ ୬୧୪ ଅଭିଯୋଗ ଗ୍ରହଣ, ୧୬୬ଟିର ତତ୍କାଳ ସମାଧାନ ଜାଭିୟର୍ସ ସ୍କୁଲରେ ଆନ୍ତର୍ଜାତୀୟ ବାଳିକା ଦିବସ୍ ରେ ସ୍ୱାସ୍ଥ୍ୟ ର ଯତ୍ନ ନେଇ ଛାତ୍ରୀଙ୍କୁ ସଚେତନ ଛତ୍ରପୁରରେ ପର୍ଯ୍ୟଟନ ନିବେଶକ ସମ୍ମିଳନୀ ଗଞ୍ଜାମରେ ପର୍ଯ୍ୟଟନ ନିବେଶର ଅପାର ସମ୍ଭାବନା ରହିଛି : ପର୍ଯ୍ୟଟନ କମିଶନର ନିବେଶକଙ୍କ ପାଇଁ ଗଞ୍ଜାମର ଦ୍ୱାର ସର୍ବଦା ଉନ୍ମୁକ୍ତ: ଜିଲ୍ଲାପାଳ ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ରେ ଯୋଡ଼ି ହେଲା ‘ଫ୍ରି ଦି ଟ୍ରି’ କ୍ୟାମ୍ପେନ ପୋଲସରାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ସହ ‘ସେବା ସେତୁ’ ଶିବିର ୨୨ଟି ବ୍ଲକରେ ୬୧୪ ଅଭିଯୋଗ ଗ୍ରହଣ, ୧୬୬ଟିର ତତ୍କାଳ ସମାଧାନ ଜାଭିୟର୍ସ ସ୍କୁଲରେ ଆନ୍ତର୍ଜାତୀୟ ବାଳିକା ଦିବସ୍ ରେ ସ୍ୱାସ୍ଥ୍ୟ ର ଯତ୍ନ ନେଇ ଛାତ୍ରୀଙ୍କୁ ସଚେତନ ଛତ୍ରପୁରରେ ପର୍ଯ୍ୟଟନ ନିବେଶକ ସମ୍ମିଳନୀ ଗଞ୍ଜାମରେ ପର୍ଯ୍ୟଟନ ନିବେଶର ଅପାର ସମ୍ଭାବନା ରହିଛି : ପର୍ଯ୍ୟଟନ କମିଶନର ନିବେଶକଙ୍କ ପାଇଁ ଗଞ୍ଜାମର ଦ୍ୱାର ସର୍ବଦା ଉନ୍ମୁକ୍ତ: ଜିଲ୍ଲାପାଳ ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ରେ ଯୋଡ଼ି ହେଲା ‘ଫ୍ରି ଦି ଟ୍ରି’ କ୍ୟାମ୍ପେନ

Latest News

ଜାତୀୟ ପର୍ଯ୍ୟଟନ ମହୋତ୍ସବ ଓ ଲୋକକଳା ସମାରୋହ ମହା ଆଡମ୍ବର ରେ ପାଳିତ ।
01 Oct 2026, 12:14 PM

ନାଟ୍ୟଶ୍ରୀ ବ୍ରହ୍ମପୁର ତରଫରୁ ନାଟକ "ବାସବଦତ୍ତା" ମଂଚସ୍ଥ ହୋଇ ବେଶ ପ୍ରଶଂସିତ ହୋଇଥିଲା । ନାଟକର ନାଟ୍ୟକାର ଦୀପିକା ଦାସ ଓ ନିର୍ଦ୍ଦେଶକ ସତ୍ୟବ୍ରତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଦିବସର କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟ ଚର୍ଚ୍ଚା , କବିତା ଆସର ,ଜବ ଫେୟାର ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟଟନ ଓ ଭ୍ରମଣ ଶିକ୍ଷା ତରଫରୁ "ପର୍ଯ୍ୟଟନ କ୍ଷେତ୍ରରେ ନୂଆ ରୂପରେଖ ପ୍ରସ୍ତୁତ ପାଇଁଡିଜିଟାଲ କାର୍ଯ୍ୟସୂଚୀ ଓ କୁତ୍ରିମ ବୁଦ୍ଧିମତ୍ତା" ବିଷୟ ସମ୍ବଳିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

​ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍‌, ଏହି ଅର୍ଥରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ୧୦୦୮ ବାସଗୃହ
27 Aug 2026, 08:46 PM

​ଛେଳିଗଡ଼ ଜଳସେଚନ ପ୍ରକଳ୍ପ ବିସ୍ଥାପିତ ୧୧୨ ପରିବାରକୁ ଘରବାରି ଓ ଚାଷଜମି ପଟ୍ଟା, ଆଜି ପାଇଲେ ୯୬ ପରିବାର

​ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ୪ ଦଶନ୍ଧିର ଅପେକ୍ଷାର ଅନ୍ତ

ସାମୁଦ୍ରିକ ଅର୍ଥନୀତିର ହେବ ବିକାଶ, ଅର୍ଜିପଲ୍ଲୀ ବନ୍ଦର ନବୀକରଣ ସହ ଗଢ଼ାହେବ ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର

ଆଗାମୀ ୨ ବର୍ଷରେ ରାଜ୍ୟରେ ୫ ଲକ୍ଷ ନିଯୁକ୍ତି, ନିଜକୁ ଦକ୍ଷ କରନ୍ତୁ ଯୁବଗୋଷ୍ଠୀ – ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଗୋଳାବନ୍ଧର ଅଧିବାସୀଙ୍କ  ସଂଘର୍ଷ ଓ ତ୍ୟାଗ ଅସୀମ, ଆମ ସରକାର  ଆସିବାପରେ ହେଲା  ସ୍ଥାୟୀ ସମାଧାନ - ମୁଖ୍ୟମନ୍ତ୍ରୀ

Education

View All →

Current Affair

View All →

ଜାତୀୟ ପର୍ଯ୍ୟଟନ ମହୋତ୍ସବ ଓ ଲୋକକଳା ସମାରୋହ ମହା ଆଡମ୍ବର ରେ ପାଳିତ ।
01 Oct 2026, 12:14 PM

ନାଟ୍ୟଶ୍ରୀ ବ୍ରହ୍ମପୁର ତରଫରୁ ନାଟକ "ବାସବଦତ୍ତା" ମଂଚସ୍ଥ ହୋଇ ବେଶ ପ୍ରଶଂସିତ ହୋଇଥିଲା । ନାଟକର ନାଟ୍ୟକାର ଦୀପିକା ଦାସ ଓ ନିର୍ଦ୍ଦେଶକ ସତ୍ୟବ୍ରତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଦିବସର କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟ ଚର୍ଚ୍ଚା , କବିତା ଆସର ,ଜବ ଫେୟାର ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟଟନ ଓ ଭ୍ରମଣ ଶିକ୍ଷା ତରଫରୁ "ପର୍ଯ୍ୟଟନ କ୍ଷେତ୍ରରେ ନୂଆ ରୂପରେଖ ପ୍ରସ୍ତୁତ ପାଇଁଡିଜିଟାଲ କାର୍ଯ୍ୟସୂଚୀ ଓ କୁତ୍ରିମ ବୁଦ୍ଧିମତ୍ତା" ବିଷୟ ସମ୍ବଳିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

Interview

View All →
× Preview