ବିଜୟ କୁମାର ସ୍ୱାଇଁ, ଭାରତୀୟ ଜନତା ପାର୍ଟି, ଘୁମୁସର ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଦାୟିତ୍ବ ପ୍ରଦାନ ।

Spread the love

ବ୍ରହ୍ମପୁର(ପିବିନ୍ୟୁଜ୍)ଶ୍ରୀ ବିଜୟ କୁମାର ସ୍ୱାଇଁ, ଭାରତୀୟ ଜନତା ପାର୍ଟି, ଘୁମୁସର ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଦାୟିତ୍ବ ପ୍ରଦାନ କରାଯାଇଛି ।ସେ ଜଣେ ଛାତ୍ର ନେତା ଥିଲେ ବହୁ ମହାବିଦ୍ୟାଳୟରେ ଛାତ୍ର ସାଂସଦ ର ସଭାପତି ଥିଲେ ପୂର୍ବରୁ ତିନିଥର ଗଞ୍ଜାମ ଜିଲ୍ଲା ବି ଜେ ପି ,ଓ ଯୁବ ମାର୍ଚ୍ଚର ଜିଲ୍ଲା ସଭାପତି ଥିଲେ , ଏବଂ ଦକ୍ଷିଣ ଓଡ଼ିଶା,ଗଞ୍ଜାମ ଜିଲ୍ଲା ଫାର୍ମାସିଷ୍ଟ ସଂଘ,ସାମାଜିକ ଅନୁଷ୍ଠାନ ବିକାଶ (ଅନ ଜି ଓ)ସଭାପତି ଭାବରେ କାଜ୍ୟଭାର ତୁଲାଉଛନ୍ତି , ସେ ଜଣେ ସୁସଂଘଟକ ବରିଷ୍ଟ ରାଜନେତା ଥିଲେ, କବିସୂର୍ଯ୍ୟନଗର,ସାନଖେମୁଣ୍ଡି, ବଡଖେଉଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦତା କରିଥିଲେ ସେ ଜଣେ ରାଜନୀତି କ୍ଷେତ୍ର ରେ ବହୁ କର୍ମୀ ଙ୍କୁ ତିଆରି କରିଛନ୍ତି ,ନିଜର କାର୍ଯ୍ୟଦକ୍ଷତା ବଳରେ ବହୁ ସୁନାମ ଅର୍ଜନ କରିଛନ୍ତି। ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମାନନୀୟ ଶ୍ରୀଯୁକ୍ତ ମନମୋହନ ସାମଲ ଘୁମୁସର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରିଛନ୍ତି । ଆଶା କରାଯାଉଛି ଏଣିକି ଉଭୟ ଜିଲ୍ଲା ଓ ରାଜ୍ୟର ବରିଷ୍ଠ ନେତୃ ମଣ୍ଡଳୀଙ୍କ ପରାମର୍ଶ କ୍ରମେ ଦଳୀୟ କାର୍ଯ୍ୟକ୍ରମ ଗୁଡିକୁ ସୁଚାରୁରୂପେ ସଂପାଦନ କରିପାରିବେ ଦଳର ସମ୍ମାନ ବୃଦ୍ଧି କରିବେ । ଏଥିପାଇଁ ସମଗ୍ର ଜିଲ୍ଲା ରୁ ଦଳୀୟ କର୍ମକର୍ତା ମାନେ ନେତୃମଣ୍ଡଳୀ ଙ୍କ ସ୍ବାଗତ କରୁଛନ୍ତି ।

Leave a Reply

Your email address will not be published. Required fields are marked *