ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟି ରେ ରଖି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସ୍କୁଲ ଅଫ ଏଜୁକେସନ ବିଭାଗ ତରଫରୁ ଦହି ପଣା ବଣ୍ଟନ।

Spread the love

ବ୍ରହ୍ମପୁର (ପିବିନ୍ୟୁଜ୍)ତା -୧୧/୦୬/୨୦୨୪ରିଖ ଦିନ। ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟି ରେ ରଖି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ସ୍କୁଲ ଅଫ ଏଜୁକେସନ ବିଭାଗରେ ଗୋଷ୍ଟି କାର୍ଯ୍ୟକ୍ରମ ଦହି ଦିବସ ର ଆୟୋଜନ କରାଯାଇଛି। ଏଠାରେ ମୁଖ୍ୟ ଅତିଥି ଭାବରେ ବିଭାଗର ସଂଯୋଜକ ଡ଼.ବିଭୂତି ଭୂଷଣ ପରିଡ଼ା ଯୋଗଦେବା ସହ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଏଠାରେ ଅନ୍ୟତମ ଅତିଥି ଭାବରେ ବିଭାଗର ଅଧ୍ୟକ୍ଷ ଡ଼. ସଂଜିତ କୁମାର ସାହୁ ଯୋଗଦେଇଥିଲେ ଏବଂ ବିଭାଗର ର ଅନ୍ୟ ଅଧ୍ୟକ୍ଷ ଏବଂ ଅଧ୍ୟାପିକା ବୃନ୍ଦ ସହଯୋଗ କରିଥିଲେ…. ଏଠାରେ ବିଭାଗର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ କୁ ସୂଚାରୁରୁପେ ସମ୍ପନ୍ନ କରିଥିଲେ ।

Leave a Reply

Your email address will not be published. Required fields are marked *