ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ।
ବ୍ରହ୍ମପୁର (ପିବିନ୍ୟୁଜ୍): ବ୍ରହ୍ମପୁର ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ସକାଳେ ଦଳୀୟ ନେତା କର୍ମୀମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ପରିସରରେ ବିଜୁ ବାବୁଙ୍କ ତିଳ ତର୍ପଣ କରିବା ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ସାଧାରଣ ସଭାରେ ଦଳୀୟ କର୍ମକର୍ତ୍ତାମାନେ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ। ବର୍ତ୍ତମାନ ସାଧାରଣ ନିର୍ବାଚନ ପ୍ରକ୍ରିୟ ଜାରି ରହିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ। ପୂର୍ବତନ ମେୟର ଅର୍ବାନ ବ୍ୟାଙ୍କ ସଭାପତି ମୋହନ, ମହାନଗର ବିଜୟ ସାମଲ, ମମତା ବିଷାୟୀ, ଭୀମସେନ ଦଳେଇ, ସାହୁ, ଅଜିତ୍ ପଣ୍ଡାସଂଜିତ ପାଣିଗ୍ରାହୀ, ମୁକୁନ୍ଦ ଗୌଡ଼,
ଆସ୍କା ରୋଡ୍ ଓ ଦେଶୀ ବେହେରା ସାହିରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସହରର ବିଭିନ୍ନ ଅନାଥ ଆଶ୍ରମରେ ଫଳ ବଣ୍ଟନ କରାଯାଇଥିଲା। ଅପରାହ୍ନରେ ସ୍ଥାନୀୟ ରୁକ୍ମିଣୀ ହଲ୍ ଆଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ବିଧାୟକ ପ୍ରାର୍ଥୀ ଡା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ସମେତ ନିଗମର ସମସ୍ତ କର୍ପୋରେଟରଙ୍କ ସହ ଉର୍ଦ୍ଧ୍ଵ ବିଜୁ ପ୍ରେମୀ ଓ ଉପସ୍ଥିତ ଥିଲେ । ବ୍ରହ୍ମପୁରରେ ବିଜେଡିର ସମାବେଶ ଦଳର ନେତାଙ୍କ ମଧ୍ୟରେ ପଶିଥିବା ଦେଖିବାକୁ
କେ. ମାଧବୀ, ଆର୍.ମୁରଲୀ ସଭାପତି ସୋନାଲି ଗନ୍ତାୟତ, ବରିଷ୍ଟ ନେତା ଭବାନୀ କାନ୍ତ , କପାଁରେଟର ଆର୍. ପାୱ ନୀ, ତିରୁପତି ପାତ୍ରଙ୍କ ବିଜେଡି ୧୦ ହଜାରରୁ ଦଳୀୟ କର୍ମୀ ଏଭଳି ଦେଖ୍ ବିରୋଧ ଛନକା ମିଳିଛି।


