ସ୍ଥାନୀୟ ୟୁ ସି ପି ଇଞ୍ଜିଡିଅର ସ୍କୁଲ ପଡ଼ିଆ “ଦ୍ବିତୀୟ ବ୍ରହ୍ମପୁର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – 2025
ବ୍ରହ୍ମପୁର(ପିବିନୀଉଜ୍

)ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା ଲି. ଏକ ମୁଖ୍ୟ ମ୍ୟାନେଜମେଣ୍ଟ କମ୍ପାନୀ, ସ୍ଥାନୀୟ ୟୁ ସି ପି ଇଞ୍ଜିଡିଅର ସ୍କୁଲ ପଡ଼ିଆ “ଦ୍ବିତୀୟ ବ୍ରହ୍ମପୁର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – 2025” କୂଳ 13 ତାରିଖ ରୁ ଜୁନ 23ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବାକୁ ଯାଉଛୁ ।
ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ MSME ସହ ଜଡିତ | ଏହି ମଲ୍ଟି ସେକ୍ଟର B2B ଏବଂ B2C ପ୍ରଦର୍ଶନୀ ଭୁବନେଶ୍ବରରେ ଏକ ମାଇଲଖୁଣ୍ଟ ଇଭେଣ୍ଟ, ଯାହା 22 ଟି ରାଜ୍ୟ ଏବଂ 10 ଟି ଦେଶରୁ ଅଂଶଗ୍ରହଣ କରିଛନ୍ତି | ଡିଜାଇନ୍ ହୋଇଥୁବା ଆଉଟଲେଟ ଗୁଡିକ ଶୀତତାପ ନିୟନ୍ତ୍ରିତ ହ୍ୟାଙ୍ଗର ସଂରଚନାରେ ଅନ୍ତର୍ଭୁକ୍ତ । ଏହା ଏକ ବୃହତ ଇଭେଣ୍ଟ ଯେଉଁଥିରେ କି ୧ ଲକ୍ଷ ରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରଡକ୍ଟ ବିଶ୍ବ ର ବିଭିନ୍ନ ପ୍ରାନ୍ତ ରୁ ଅଂଶ ଗ୍ରହଣ କରୁଛନ୍ତି |
ରିଅଲ୍ ଇଷ୍ଟେଟ୍, ଷ୍ଟାର୍ଟ-ଅପ୍, ଉତ୍ପାଦନ, ବ୍ୟାଙ୍କିଙ୍ଗ୍, ନିର୍ମାଣ ସାମଗ୍ରୀ, ଆସବାବପତ୍ର
ଡାଇନିଂ ସେଟ ଏବଂ କାର୍ଭିଙ୍ଗ ଝୁଲା
ଆଫଗାନିସ୍ତାନ ର ୧୦୦ ପ୍ରକାର ର ଶୁଖୁଲା ଫଳ
କର୍ମାନୀ ଲ୍ୟାମ୍ପ
ବାଂଲାଦେଶ ହ୍ୟାଣ୍ଡଲୁମ୍ ର ଜମଦାନୀ ଶାଢ଼ୀ
ଇରାନ ରୁ ଇରାନୀ ଖଜୁରୀ
ଦୁବାଇ ର ଅତର
ଥାଇଲାଣ୍ଡ ର ଗହଣା ଏବଂ ଚପଲ
କୋରିଆ ର ପ୍ରସାଧନ ସାମଗ୍ରୀ
ଭାରତୀୟ ହସ୍ତକଳା ଏବଂ ହସ୍ତତନ୍ତ ସାମଗ୍ରୀ
ଆଣ୍ଟିକ ମେଟାଲ ଏବଂ ବିଭିନ୍ନ ପଥର ର ଗହଣା
ଇରାନ ର ଇରାନୀ ଗାଲିଚା
ପୃଥିବୀ ର ବିଭିନ୍ନ ପ୍ରାନ୍ତ ରୁ ଆଣ୍ଟିକ କଂସା ଓ ପିତଳ ର ସାମଗ୍ରୀ
ଦୁବାଇ ର ପରିଧାନ
ଆଣ୍ଟିକ ଘର ସଜ୍ଜା ଓ କାନ୍ଥ ସଜ୍ଜା ଫେମ
ୱେଷ୍ଟ ବେଙ୍ଗଲ ଏବଂ ଉତ୍ତର ପ୍ରଦେଶ ରୁ ଚମଡା ରେ ପ୍ରସ୍ତୁତ ଜିନିଷ
ସିଙ୍ଗାପୁର ର ସାମଗ୍ରୀ
ଖଦି ଏବଂ କୁରେସିଆ ସାମଗ୍ରୀ
ଭାଗଲପୁର, ପଞ୍ଜାବ, ବନାରସ, ଯଇପୁର, ବାଙ୍ଗଲାଦେଶ, ସମ୍ବଲପୁର ରୁ କପଡା ଏବଂ ଶାଢ଼ୀ
ଚମ୍ପାରନ ର ପ୍ରସିଦ୍ଧ ଚମ୍ପାରନ ମଟନ
ସୌନ୍ଦର୍ଯ୍ୟ ପ୍ରସାଧନ, ଇଲେକ୍ଟ୍ରୋନିକ୍ସ, କଂକୁମର ଗୁଡ଼ସ, ମାର୍ବଲ ର ମୂର୍ତ୍ତି ଏବଂ ଆହୁରି ଅନେକ ଅନେକ ମନ ମୁଗ୍ଧ କଲା ଭଳି ଜିନିଷ
ସବୁ ବିସ୍ତୃତ ଉତ୍ପାଦ ପ୍ରଦର୍ଶନୀ ସହିତ, ଉପସ୍ଥିତ ଲୋକମାନେ ଖାଦ୍ୟ ଜୋନ୍ ରେ ଉପଲବ୍ଧ ବିଭିନ୍ନ ପ୍ରକାରର ସୁସ୍ବାଦୁ ଏବଂ ସୁଚ୍ଛ ଖାଦ୍ୟ ପାଇପାରିବେ | 3,00,000 ରୁ ଅଧିକ ପରିଦର୍ଶକ ଏହି 11 ଦିନିଆ ଇଭେଣ୍ଟର ଭରପୁର ଲାଭ ଉଠାଇବା ସହ, ଅନେକ କ୍ଷେତ୍ରରୁ ଗୁଣାତ୍ମକ ଉତ୍ପାଦମାନ ଏହି ପ୍ରଦର୍ଶନୀରେ ସୁଲଭ ମୂଲ୍ୟରେ ପାଇପାରିବ ବୋଲି କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଜିତ କୁମାର ଗୁପ୍ତା କହିଛନ୍ତି|
ଏହି ମେଳା ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ଅର୍ଥପୂର୍ଣ୍ଣ ସଂଯୋଗ ଏବଂ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବ ବୋଲି ଲକ୍ଷ୍ୟ ରଖାଯାଇଛି ।
ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରି। ଲିମିଟେଡ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଜିତ କୁମାର ଗୁପ୍ତା ଏବଂ ଶ୍ରୀମତୀ ପାୟଲ ଆଚାର୍ଯ୍ୟ ଗୁପ୍ତାଙ୍କ ନେତୃତ୍ବରେ ଏହି ବିଶ୍ଵବ୍ୟାପୀ ବାଣିଜ୍ୟ ଏବଂ ଉପଭୋକ୍ତା ଯୋଗାଯୋଗ ପାଇଁ ଅତୁଳନୀୟ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି|
ମେଳା ଛଡ଼ା ପ୍ରଚେକ ସନ୍ଧ୍ୟା ରେ କଲଚରାଲ ପ୍ରୋଗ୍ରାମ ନିଜର ଟ୍ରାଡିସନ, କଳା, ସଂସ୍କୃତି ସହ ପରିଚୟ କରାଇବ. Fashion ଇଣ୍ଡଷ୍ଟ୍ରି ସହ ପରିଚୟ କରାଇବ ମଂଚ ପରିବେଷିତ fashion show. ଏହି କାର୍ଯ୍ୟକ୍ରମ କୁ ଆକାଶ, ଆଦିତ୍ୟ, ଅରୂପ, ବର୍ଷା, ମଧୁ, ଜ୍ୟୋଛନା, ଶକ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।